Odia Blog

ଅମୃତ ମାଟି
Date : December 19, 2025

ଲେଖକଙ୍କ ନାମ : ଶ୍ରୀ ଚୌଧୁରୀ ବରଦାପ୍ରସନ୍ନ ଦାସ

https://ova.gov.in/de/Book?bid=dzbUSrEd8zg=

ନଦୀ ସେପଟୁ ଖଣ୍ଡିଆ ଜହ୍ନ ଉଠିଲାଣି । ହିଟର ଜାଳି ଚା କପେ ଓଠରେ ଧରାଇ ପୁଣି ରିଲ୍‌କୁ ଚାହିଁଲା ଅନିମେଶ । ରୋଲ୍‌ର ପରି ସମୟ ଘୂରି ଚାଲିଛି । ହଠାତ୍ ବିଚିତ୍ର ଭାବନା ଆସିଲା ମନକୁ । ସମୟ ଥିବ ଯେତେବେଳେ ବାରବାଟୀର ନଅତାଲା କୋଠା ଥିବ, ଦାସଦାସୀ ଥିବେ, ରାଣୀ, ପୁରବାସୀରେ ମହଲ ପୂରି ଉଠୁଥିବ । ହୁଏତ ସେତେବେଳେ ଆଜିକାର ବହୁ ମହଲା ବିଶିଷ୍ଟ ସି.ଟି.ଓ କମ୍ପାଉଣ୍ଡ ସହରର ଉପକଣ୍ଠରେ ଥିବ । ଥାଇପାରେ ଏକ ଶ୍ମଶାନ ଥିବା ଭୋକିଲାମାନଙ୍କର ଆବାସସ୍ଥଳ । ଦୃଶ୍ୟ ବଦଳୁଛି । ଶ୍ମଶାନ ଜାଗାରେ ଉଦ୍ୟାନ ହେଉଛି । କି ଚମତ୍କାର ଏ ପରିବର୍ତ୍ତନ । 

Page No:14










Other Blogs (Total: 214)
»   ଘର

Copyright © 2026 Odia Virtual Academy. All rights reserved      Total Visitors-   1

scroll