Odia Blog

ଚଲାପଥର ଗୀତିଗାଥା
Date : September 10, 2025

ଜନନୀ ହିଁ ନିଜର ସ୍ନେହ ଢାଳି ସନ୍ତାନକୁ ଗଢ଼ିତୋଳେ, ସେଥିପାଇଁ ଯୁଗ ଯୁଗରୁ ଜନନୀର ଗୌରବ ଗାଥା ଜନମାନସର ଅଭିବ୍ୟକ୍ତିରେ ସୁସ୍ପଷ୍ଟ । କିନ୍ତୁ ନିଷ୍ପାପ ଶିଶୁଟି ତା’ର ଜନନୀକୁ ଯାହା ଓଜାଡ଼ି ଦିଏ, ସେ ବି କ’ଣ କମ୍‍ ? ସେ ନିସ୍ୱ ହୋଇ ସଂସାରକୁ ଆସିଥାଏ ସତ, କିନ୍ତୁ ତା’ର ଓଠରେ ମନଲୋଭା ହସଟିକକ, ଶୈଶବର ନିଷ୍କପଟ ସରଳତା, ଜୋଛନାର ସ୍ନିଗ୍ଧତାରୁ ସାଉଁଟା ମୁଖକାନ୍ତି, ଦରୋଟି ଦୁର୍ବୋଧ୍ୟ ଭାଷାର ମୂଲ୍ୟ କିଏ ବା ଦେଇପାରିବ ? ଏସବୁ ହିଁ ତା’ର ଐଶ୍ୱର୍ଯ୍ୟ । ଏହାର ପ୍ରତିବଦଳରେ ସେ ସେବା, ଯତ୍ନ ସବୁ ଛାଏଁ ଛାଏଁ ପାଇଯାଏ । ଭିକାରି ଭଳି ରିକ୍ତ ହସ୍ତରେ ସେ କିଛି ମାଗି ନିଏନି ।
 

ଲେଖକ– ବିଭୂତିଭୂଷଣ ବନ୍ଦ୍ୟୋପାଧ୍ୟାୟ
ଅଧିକ ଜାଣନ୍ତୁ...










Other Blogs (Total: 184)
»   ଘର

Copyright © 2025 Odia Virtual Academy. All rights reserved      Total Visitors-   1

scroll