Odia Blog

ମାମୁ (ନାଜରଙ୍କ ଦାମ୍ପତ୍ୟ ପ୍ରେମ)
Date : September 22, 2025

ମାନବ ମାତ୍ରକେ ସୁଖାଭିଳାଷୀ–ପୁଣି ସେହି ସୁଖପ୍ରଦ ବସ୍ତୁ, ରୁଚିଜ୍ଞାନ ଏବଂ ଇଚ୍ଛାରେ ଭେଦର ଧନ–ଧର୍ମ ବିଦ୍ୟା ଯଶ ସୁନାମ ପ୍ରଚାର ପ୍ରଭୃତି ବିବିଧ ପ୍ରକାର । ଏଭଳି ଲୋକ ଦଳର ମଧ୍ୟ ଅଭାବ ନାହିଁ, ଯେଉଁମାନେ ମାଦକ ସେବନ ବା କଦର୍ଯ୍ୟ ଇନ୍ଦ୍ରୀୟବିଳାସକୁ ସୁଖଲାଭର ପରାକାଷ୍ଠା ବୋଲି ଜ୍ଞାନ କରିଥାନ୍ତି, ସେହି ସୁଖପ୍ରଦ ପଦାର୍ଥ ଲାଭର ସହକାରୀ ଲୋକ ହିଁ ବନ୍ଧୁ ।

 
ଲେଖକ- ଫକୀର ମୋହନ ସେନାପତି 
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: ୭୩
 









Other Blogs (Total: 184)
»   ଘର

Copyright © 2025 Odia Virtual Academy. All rights reserved      Total Visitors-   1

scroll