ଅବିଶ୍ୱସ୍ତ ମନୁଷ୍ୟକୁ ବିଶ୍ୱାସ କରିବା ଉଚିତ ନୁହେଁ, ବିଶ୍ୱସ୍ତ ମନୁଷ୍ୟଠାରେ ମଧ୍ୟ ଅତ୍ୟଧିକ ବିଶ୍ୱାସ ସ୍ଥାପନ କରିବା ଉଚିତ ନୁହେଁ । ବିଶ୍ୱାସଜନିତ ଭୟ ସମୂଳେ ବିନାଶସାଧନ କରିଥାଏ ।
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy