Odia Blog

ଆତ୍ମାରାମ ଅଭିରାମ
Date : December 19, 2025

ଠାକୁରଙ୍କ ପ୍ରତିପଦରେ ଦର୍ଶନ । ପ୍ରତି ଶବ୍ଦରେ ତତ୍ତ୍ୱ । ନିଗୂଢ଼ ତତ୍ତ୍ୱକୁ ସେ ସରଳ ଭାବରେ ବୁଝାଇଛନ୍ତି । ନେତ୍ର ବା ଦୃଷ୍ଟି ଅଥୟ ଚଞ୍ଚଳ ଥିବାଯାଏଁ ମଳ ସ୍ଥିର ରହି ତ ଥାଏ । ଧେୟ ହେଲେ ଯାଇ ମନ ଥୟ ହୁଏ । ମନ ଥୟ ହେଲେ ଇନ୍ଦ୍ରିୟ ସ୍ଥିର । ଇନ୍ଦିର ସ୍ଥିର ହେଲେ ‘ପ୍ରକୃତି’ ଶାନ୍ତ ନିଷ୍ଫଳ । ମନକୁ ଥୟ କଲେ, ତାଙ୍କୁ ଆଉ ଭଜିବାକୁ ପଡ଼େନା କିମ୍ବା ଖୋଜିବାକୁ ପଡ଼େନା । ସେ ଆପେ ଆପେ ଧରା ଦିଅନ୍ତି । ଧ୍ୟାନସ୍ଥ ହୁଅ । ଧେୟ ଆସିଯିବ । ନାରାୟଣଙ୍କ ଆଗମନରେ ସମସ୍ତ ଆଶାର ପୂରଣ ପରିପୂର୍ଣ୍ଣ ।

ଲେଖକ- ଗୋରାଚାନ୍ଦ ମିଶ୍ର 
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: 40










Other Blogs (Total: 214)
»   ଘର

Copyright © 2026 Odia Virtual Academy. All rights reserved      Total Visitors-   1

scroll