ଅନୁରାଧା ଟ୍ରାନ୍ଜିଷ୍ଟର ରେଡ଼ିଓର ସୁମଧୁର ସଙ୍ଗୀତ ପ୍ରାଣଭରି ଉପଭୋଗ କରୁଛି । ଏଇ ଗୀତ ଶୁଣୁ ଶୁଣୁ ଦୁନିଆର ସକଳ ଦ୍ୱନ୍ଦ, ଚିନ୍ତା ଓ ଦୁଃଖ ସତେ ଯେପରି ସେ ଭୁଲିଯାଇଛି । ଦୁନିଆଟା ତା’ ଆଗରେ ଯେପରି ସୁନ୍ଦର, ସୁଖମୟ ଓ ମଧୁର ମୂର୍ଚ୍ଛନାରେ ମୂର୍ଚ୍ଛିତ ।
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy