ଏ ମରଜଗତ ହେଉଛି ଭଗବାନଙ୍କ ସ୍ୱହସ୍ତ ଲିଖିତ ପ୍ରବନ୍ଧ । ପ୍ରବନ୍ଧଟିଏ ଲେଖିଲା ବେଳେ ଯେପରି ନାନା ଉପମା ସଂଗ୍ରହ କରି ଲେଖିବାକୁ ପଡ଼େ, ସେପରି ମନୁଷ୍ୟଠାରୁ ଆରମ୍ଭ କରି କୀଟପତଙ୍ଗ ପର୍ଯ୍ୟନ୍ତ ସମସ୍ତେ ଭଗବାନଙ୍କର ଗୋଟିଏ ଗୋଟିଏ ଉପମା । ଭଗବାନ ହେଉଛନ୍ତି ପୃଥିବୀ ପ୍ରବନ୍ଧର କବି । କବିମାନେ ପ୍ରବନ୍ଧ ଲେଖିବାକୁ ଗଲାବେଳେ ଉପାଦାନଗୁଡ଼ିକ ସରସ ସୁନ୍ଦର ହେବା ପାଇଁ କଳ୍ପନା କରନ୍ତି । କିନ୍ତୁ ଭଗବାନଙ୍କ ଉପମାଗୁଡ଼ିକ ଭଲମନ୍ଦ, ଉନ୍ନତ ଅବନତର ସମାହାର । ବହି–ହତଭାଗ୍ୟ ଲେଖକ–ଶ୍ରୀ ପୂର୍ଣ୍ଣଚନ୍ଦ୍ର ନାୟକ https://ova.gov.in/de/ReadEbooks?bid=XVvetBSZEdI=
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy