ଗତ ଶତାବ୍ଦୀର ଆଉ ଜଣେ ପରିବ୍ରାଜକ ସେରିଙ୍ଗ ଲେଖିଥିଲେ, “ଅନ୍ତତଃ ଅଢ଼େଇ ହଜାର ବର୍ଷ ତଳେ ବି ବାରାଣସୀ ଥିଲା ବିଖ୍ୟାତ । ଯେଉଁ କାଳରେ ବେବିଲୋନ୍ ଓ ନିନେଭା ଭିତରେ ବଡ଼ିମାକୁ ନେଇ ପ୍ରତିଦ୍ଵନ୍ଦ୍ୱିତା ଚାଲିଥିଲା...ଯେତେବେଳେ ଏଥେନ୍ସ କ୍ରମେ କ୍ରମେ ବଳ ସଞ୍ଚୟ କରୁଥିଲା, ଯେତେବେଳେ ରୋମ୍କୁ କେହି ଜାଣି ନାହାନ୍ତି...ସେତେବେଳେ ବାରାଣସୀ କିନ୍ତୁ ମହତ୍ ନଗରୀ ।”
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy