Odia Blog

ଆସନ୍ତା କାଲିର ଚିନ୍ତା
Date : December 19, 2025

ଯେ ପର୍ଯ୍ୟନ୍ତ ଆର୍ଥିକ ଦୃଷ୍ଟିରୁ ଜଣେ ନାଗରିକ ଦେଶର ଅନ୍ୟ ଜଣେ ନାଗରିକର ସମକକ୍ଷ ନ ହେଲେ ମଧ୍ୟ ଅନ୍ତତଃପକ୍ଷେ ପାଖାପାଖି ହୋଇ ନ ପାରିଛି, ଯେ ପର୍ଯ୍ୟନ୍ତ ଜାତି, ଧର୍ମ, ସମ୍ପ୍ରଦାୟ ନିର୍ବିଶେଷରେ ସମସ୍ତଙ୍କ ପାଇଁ ସମାନ ଆଇନ ଲାଗୁ ନ ହୋଇଛି, ଯେ ପର୍ଯ୍ୟନ୍ତ ସମସ୍ତଙ୍କୁ ଅଳ୍ପ ସମୟ ମଧ୍ୟରେ ସମାନ ନ୍ୟାୟ ନ ମିଳିଛି, ଯେ ପର୍ଯ୍ୟନ୍ତ ମଣିଷକୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ ନ କରି (General Public, V.I.P., V.V.I.P etc.) ଶ୍ରେଣୀହୀନ ସମାଜ ଗଠିତ ନ ହୋଇଛି, ସେ ପର୍ଯ୍ୟନ୍ତ ଦୁର୍ବଳମାନବ ସମାଜର, ପତିତ ଜନସାଧାରଣଙ୍କର ଉଦ୍ଧାର ନିମନ୍ତେ ସ୍ଵଦେଶୀ ଟେରୋରିଷ୍ଟ ଓ ନକ୍‌ସଲପନ୍ଥୀଙ୍କ କାର୍ଯ୍ୟକଳାପ ଚାଲୁରହିବ

ଲେଖକ- ଶ୍ରୀ ନବକିଶୋର ମହାପାତ୍ର 
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: 6










Other Blogs (Total: 214)
»   ଘର

Copyright © 2026 Odia Virtual Academy. All rights reserved      Total Visitors-   1

scroll