ବିଶ୍ୱ ଇତିହାସକୁ ଅବଲୋକନ କଲେ ଗୋଟିଏ କଥା ସ୍ପଷ୍ଟ ବୁଝିହୁଏ ଯେ, ପ୍ରତ୍ୟେକ ସମୟରେ ଯେଉଁ ମହାପୁରୁଷ, ସାଧୁ ସନ୍ଥ, ଧର୍ମପ୍ରଚାରକ ବା ଦିବ୍ୟ ବ୍ୟକ୍ତିତ୍ୱ ଜନ୍ମ ନେଇଛନ୍ତି- ସେମାନଙ୍କଠାରେ କିଛି ନା କିଛି ଅଲୌକିକ ଶକ୍ତି ଥିବାର ଲକ୍ଷ୍ୟ କରାଯାଏ । ଏହି ପାରଲୌକିକ ଶକ୍ତି ହିଁ ସେମାନଙ୍କ ପ୍ରତି ସାଧାରଣ ମନୁଷ୍ୟର ଭାକ୍ତିକ ଭାବନାକୁ ଅଧିକ ଦୃଢ଼ କରିଥାଏ
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy