ଜନ୍ମଠୁଁ ନେଇ ମରଣଯାଏ, ସବୁବେଳେ, ସବୁ ମୁହୂର୍ତ୍ତରେ ମଣିଷ ଘରଟିଏ ସ୍ୱପ୍ନ ଦେଖୁଥାଏ । ସେ ଘରର ସ୍ୱପ୍ନ ସାଙ୍ଗରେ ମିଶି ରହିଥାଏ ଶହେ କି ହଜାରେ ସୁନ୍ଦର ଓ ସୁକୁମାର କଳ୍ପନା । ସେଥିରୁ କିଛି କିଛି ସତ ହୁଏ, କେବେ ଗୋଟିଏ ବି ସୁଦ୍ଧା ସତ ହୁଏନାହିଁ । ଅଧିକାଂଶ ରହିଯାଏ କିନ୍ତୁ ସ୍ୱପ୍ନ ହେଇ । ସେଇ ସ୍ୱପ୍ନ-ଘରକୁ ମଣିଷ ତା’ମନର ସିନ୍ଦୁକରେ ସାଇତି ।
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy