Odia Blog

କୁହୁକ ଫଳ(ତିନି ରାଜକନ୍ୟା କଥା)
Date : September 18, 2025

ପୁରାକାଳରେ ଗୋଟିଏ ସୁଚତୁର ଅନାଥ ବାଳକ ଥିଲା । ବାଳକଟି ଖୁବ୍ ସୁନ୍ଦର ବଂଶୀ ବଜାଇ ପାରୁଥିଲା । ଲୋକେ ବାଳକଟିର ସୁମଧୁର ବଂଶୀ ବାଦନରେ ମୁଗ୍‌ଧ ହୋଇ ତାକୁ ପଇସାଏ ଅଧଲାଏ ଦେଉଥିଲେ । ସେ ସମଗ୍ର ଦେଶରେ ବଂଶୀବାଦକ ନାମରେ ପରିଚିତ ଥିଲା, ଏବଂ ତାହାର ଖ୍ୟାତି ଗୋଟାଏ ପ୍ରାନ୍ତରୁ ଅନ୍ୟପ୍ରାନ୍ତ ଯାଏ ବ୍ୟାପିଥିଲା

ଲେଖକ- ଶ୍ରୀ ଉମାଶଙ୍କର ପଣ୍ଡା 
ଅଧିକ ଜାଣନ୍ତୁ...
 









Other Blogs (Total: 184)
»   ଘର

Copyright © 2025 Odia Virtual Academy. All rights reserved      Total Visitors-   1

scroll