Odia Blog

ଓଡ଼ିଆ ସାହିତ୍ୟର ଆଗପଛ
Date : September 20, 2025

 ପ୍ରୟୋଗର କୌଶଳ ଜ୍ଞାନର ନାମାନ୍ତର ନୁହେଁ-। ପଦ ପଦବୀ ଓ ଚାକିରି ଭିତରେ କୌଶଳ ଜ୍ଞାନର ନାମାନ୍ତର ନୁହେଁ । ପଦ ପଦବୀ ଓ ଚାକିରି ଭିତରେ କୌଣସି ପ୍ରଭେଦ ନାହିଁ । ମଣିଷ ହାତୀ ଉପରେ ବସିଲେ ହାତୀଟିଏ ହେଇଯାଏ ଏପରି କଥା ସାହିତ୍ୟରେ ନାହିଁ । କେବଳ ମୂକ ଓ ମୌନ ସମ୍ମତି ବିନିମୟରେ ଓଡ଼ିଆ ସାହିତ୍ୟ ଅନ୍ୟ ମତ ପ୍ରକାଶ କରୁଛି ।

 
ଲେଖକ- ରାଜକିଶୋର ପଟ୍ଟନାୟକ 
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: ୨୭୯
 









Other Blogs (Total: 184)
»   ଘର

Copyright © 2025 Odia Virtual Academy. All rights reserved      Total Visitors-   1

scroll