ଆର୍ଯ୍ୟାବର୍ତ୍ତ ଏହି ଭାରତଭୂମିର ଇତିହାସ ଅତି ପ୍ରାଚୀନ । ମାନବ ଜାତିର ପ୍ରାଚୀନତମ ଇତିବୃତ୍ତିରେ ଭାରତର ଗାଥା ଅତି ଗୌରବମୟ । ସମଗ୍ର ମାନବ ଜାତିର କ୍ରମ-ବିକାଶରେ, ମାନବିକତାର ପରିପ୍ରକାଶରେ ଭାରତର ଦାନ ଅତୁଳନୀୟ । ପ୍ରାକ୍-ଐତିହାସିକ ତା’ର ସଭ୍ୟତା । ସମ୍ଭାବନା ସମନ୍ୱିତ ତା’ର ସାଂସ୍କୃତିକ ପରମ୍ପରା । ପ୍ରାଚୁର୍ଯ୍ୟମୟ ତା’ର ସାହିତ୍ୟକ ସମୃଦ୍ଧି ।
ଲେଖକ- ଶ୍ରୀ ନିତ୍ୟାନନ୍ଦ ମହାପାତ୍ର ଅଧିକ ଜାଣନ୍ତୁ...
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy