Odia Blog

ଅଗଣିତ କ୍ଷୁଧା ସମ୍ପର୍କରେ
Date : September 10, 2025

ଦୁଃଖ...ଆନନ୍ଦ... । ଦୁଇଟି ଘୂର୍ଣ୍ଣାୟମାନ ବସ୍ତୁ । କେତେବେଳେ ଦୁଃଖ ବା କେତେବେଳେ ସୁଖ ମଣିଷ ଜୀବନରେ ଆସି ପୁଣି ଅସ୍ତଯାଏ । ତାହା ଅନୁମାନ କରିବା କଷ୍ଟ । ମଣିଷ କିନ୍ତୁ ଅନେକ ସମୟରେ ଭାବନାକୁ ଗୋପନ ରଖେ । ଅଭିନୟ କରିବାକୁ ଚେଷ୍ଟା କରେ । ଅଭିନୟ ମଣିଷର ଚିରନ୍ତନ ପ୍ରକୃତି । 

ଲେଖକ– ବ୍ରଜମୋହନ ମହାନ୍ତି
ଅଧିକ ଜାଣନ୍ତୁ...










Other Blogs (Total: 184)
»   ଘର

Copyright © 2025 Odia Virtual Academy. All rights reserved      Total Visitors-   1

scroll