Odia Blog

ବିଶ୍ୱକୁ ଗବାକ୍ଷ
Date : September 10, 2025

ଜୀବନରେ ନିଜକୁ ନିଜର ସଙ୍ଗୀ କରି ପାଇବାକୁ ହେଲେ, ଜଗତଯାକକୁ ଆପଣାର ସଙ୍ଗୀ ବୋଲି ଅନୁଭବ କରିବାର ମହା ଐଶ୍ୱର୍ଯ୍ୟଟିକୁ ଲାଭ କରିବାକୁ ହେଲେ ଅର୍ଥାତ୍‍ ଆପଣାକୁ ନିଃସଙ୍ଗତାବୋଧର ଯାବତୀୟ ଉତ୍ତେଜନା ତଥା ଅହଙ୍କାରର ଜ୍ୱାଳାରୁ ବଞ୍ଚାଇ ରଖିବାକୁ ହେଲେ ନିଜକୁ ପ୍ରଲୋଭନରୁ ବଞ୍ଚାଇ ରଖିବାକୁ ହୋଇଥାଏ, ଏବଂ ଆପଣାର ଅସଲ ଲୋଭଟିକୁ ଜାଣିଥିଲେ ଯାଇ ସେହିସବୁ ପ୍ରଲୋଭନରୁ ରକ୍ଷା ମିଳେ । ମାତ୍ର, ଆପଣାଙ୍କୁ ସତକୁ ସତ ନ ଚିହ୍ନିଥିଲେ ଆପଣାର ଅସଲ ଲୋଭଟିକୁ ମଣିଷ ଚିହ୍ନି ପାରିବ ବା କିପରି ?   

ଲେଖକ- ଶ୍ରୀ ଚିତ୍ତରଞ୍ଜନ ଦାସ 
ଅଧିକ ଜାଣନ୍ତୁ...









Other Blogs (Total: 214)
»   ଘର

Copyright © 2026 Odia Virtual Academy. All rights reserved      Total Visitors-   1

scroll