ତାଙ୍କୁ ଯେଉଁଦିନ ପ୍ରଥମେ ଦେଖିଲି ସେ ଦିନଟି ମୋର, ଚିରସ୍ମଣୀୟ ହୋଇ ରହିଛି । ସେ ଦିନଟକୁ ମୁଁ ଭାବେ ଶୁଭଦୃଷ୍ଟି ଦିନ । ମାତ୍ର ଶୁଭ ହେଉ ବା ଅଶୁଭ ହେଉ ତାହା ଯେ ମୋ ଜୀବନର ସରଳ ଗତି ପଥରେ ଏକ ବିରାଟ ବ୍ୟତିକ୍ରମ ଆଣି ଠିଆ କରିଛି ଏଥିରେ ସନ୍ଦେହର ଅବକାଶ ନାହିଁ ।
ଲେଖକ– ଶ୍ରୀ ଇନ୍ଦ୍ରମଣୀ ଦଳାଇ ଅଧିକ ଜାଣନ୍ତୁ...
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy