Odia Blog

ତିଆସି କଳା
Date : December 31, 2025

‘‘ଯେଉଁ ନାୟକ ମୋର କୁମାରୀତ୍ୱ ଅପହରଣ କରିଥିଲେ, ସେ ସେହିପରି ଅଛି । ସେହି ଚୈତ୍ର ରଜନୀ ମଧ୍ୟ ରହିଅଛି । ଉନ୍ମୀଳିତ ମାଳତୀକୁସୁମର ସୌରଭ-ବାହୀ କଦମ୍ବବନର ପ୍ରଗଲ୍‍ଭ ବାୟୁ ପୂର୍ବପରି ବହୁଅଛି । ମୁଁ ମଧ୍ୟ ସେହିପରି ରହିଅଛି । ତଥାପି ରେବାନଦୀ ତୀରସ୍ଥିତ ବେତସବୃକ୍ଷତଳରେ ସୁରତଲୀଳାନିମିତ୍ତ ମୋର ଚିତ୍ତ ଉତ୍କଣ୍ଠିତ ହେଉଛି ।”

ଲେଖକ-   ଯଦୁମଣି ମହାପାତ୍ର
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: 9










Other Blogs (Total: 214)
»   ଘର

Copyright © 2026 Odia Virtual Academy. All rights reserved      Total Visitors-   1

scroll