Odia Blog

ଅନୁଭୂତି
Date : September 10, 2025

.............କେତେ କମନୀୟ ସନ୍ଧ୍ୟା.....କେତେ ଜ୍ୟୋସ୍ନାବିଧୌତ ରଜନୀରେ ଏକ କାଠଯୋଡ଼ିର ବିସ୍ତୀର୍ଣ୍ଣ ସୈକତ ଶର୍ଯ୍ୟାରେ ଏକୁଟିଆ ବସି ବଦତ ନିଜକୁ ହଜେଇ ଦେଇଛି— କ୍ଲାନ୍ତ ମନକୁ ହାଲୁକା କରିବା ପାଇଁ । ବସି ବସିକା କେତେଥର ଦେଖିଛି ବାରଙ୍ଗ କାଚକାରଖାନାର ଉର୍ଦ୍ଧ୍ୱଗାମୀ ଚିମ୍ନୀର ଧୂଆଁ ଏବଂ ତା’  ଅସ୍ପଷ୍ଟ, କ୍ଷୀଣ ଆଲୁଅକୁ । ସେୟାକୁ ଅପଲକ ଆଖିରେ ଚାହିଁ ଚାହିଁ କେତେବାର ଭାବି  ନେଇଛି ମୋ’ ଦେଶର ଶହେ ନୁହଁ, ହଜାର ନୁହଁ, ଲକ୍ଷ ଲକ୍ଷ କୋଟି କୋଟି ଅନାହାରୀ,ଦରପେଟା ମେହନତି ଭୋକିଲା ଶ୍ରମିକର ବର୍ତ୍ତମାନ ଅବସ୍ଥା ଓ ଅନାଗତ ଆଗାମୀ କାଲିର ଭବିଷ୍ୟତ.........
 

ଲେଖକ– ଶ୍ରୀ ରବିନ୍ଦ୍ର ନାଥ ସିଂହ
ଅଧିକ ଜାଣନ୍ତୁ...










Other Blogs (Total: 184)
»   ଘର

Copyright © 2025 Odia Virtual Academy. All rights reserved      Total Visitors-   1

scroll