ରାଜସ୍ଥାନ ଅନ୍ତର୍ଗତ ମିବାର ସେକାଳରେ ଏକ ଶକ୍ତିଶାଳୀ ରାଜ୍ୟ ଥିଲା । ଚିତୋର ଏହାର ରାଜଧାନୀ । କୌଳିକ ପରମ୍ପରାକ୍ରମେ ମିବାର ରାଜାମାନେ ରାଣା ଉପାଧି ଧାରଣ କରୁଥିଲେ । ଏହି ରାଣାମାନଙ୍କର ବୀରତ୍ୱପୂର୍ଣ୍ଣ ଯୁଦ୍ଧକାହାଣୀ ଓ ମାତୃଭୂମିର ସ୍ୱାଧୀନତା ରକ୍ଷା ପାଇଁ ଆତ୍ମବଳି କଥା ଭାବିଲେ ଏବେ ମଧ୍ୟ ଦେହ ରୋମାଞ୍ଚିତ ହୋଇ ଉଠେ ।
ଲେଖକ- ଶ୍ରୀ କୃଷ୍ଣଚନ୍ଦ୍ର କର, ଶ୍ରୀ ଭଗବାନ ପତି ଅଧିକ ଜାଣନ୍ତୁ... ପୃଷ୍ଠା ନମ୍ବର: ୨୩
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy