Odia Blog

ଏଇ ଶେଷ ପଦଟି
Date : September 10, 2025

ସୁଖ ତିନିପ୍ରକାର: ସାତ୍ତ୍ୱିକ, ରାଜସିକ, ତାମସିକ । ନିକୃଷ୍ଟ ଟୀକାମାନଙ୍କ ମୁଖରେ ଦୈନନ୍ଦିନ ଜୀବନର ସତ୍ତ୍ୱ, ରଜ, ତମ ଏଇ ତିନିଶବ୍ଦ ଏତେ ଗୌଣଭାବେ ଅଧୁନା ବ୍ୟବହୃତ ହୁଏ ଯେ, ଏପ୍ରକାର ଶବ୍ଦ ଏବେ କାନରେ ପଡ଼ିଲାମାତ୍ରେ ମନ ଅପେକ୍ଷା ଶରୀର ଅଧିକ ବିବ୍ରତ ହୁଏ । ତେଣୁ ‘‘ଆଧୁନିକ ଗଳ୍ପ ସୁଖକର’’ ଏତିକି କହିଲେ ଆଜିକାର ସହୃଦୟ ପାଠକ ଯେତିକି ଧୈର୍ଯ୍ୟ ଓ ସହାନୁଭୂତି ସହିତ କାନାଏ, ସୁଖର ବିଶେଷଣରୂପେ ‘‘ସାତ୍ତ୍ୱିକ’’ ପଦଟି ଯୋଡ଼ିଦେବାମାତ୍ରେ ସେ ସେତିକି ବିରକ୍ତି ଓ ଉତ୍‍କ୍ଷିପ୍ତ ହୋଇପଡ଼ିବା ସ୍ୱାଭାବିକ ।

ଲେଖକ– ଶ୍ରୀ ଶାନ୍ତନୁ ଆଚାର୍ଯ୍ୟ
ଅଧିକ ଜାଣନ୍ତୁ...










Other Blogs (Total: 184)
»   ଘର

Copyright © 2025 Odia Virtual Academy. All rights reserved      Total Visitors-   1

scroll