କୌଣସି ଚରିତ୍ରକୁ ଖାଲି ଭଲ ବା ଖାଲି ମନ୍ଦ କହିବା ମଧ୍ୟ ଠିକ୍ ନୁହେ । ଗୋଟିଏ ଗୋଟିଏ ଚରିତ୍ରରେ ସବୁ ଗୁଣ ବା ଦୁର୍ଗୁଣଗୁଡ଼ିକ ଅଳ୍ପ ବହୁତ ରହିଥାଏ । ଯେତେବେଳେ ଯେଉଁ ଗୁଣ ବା ଦୁର୍ଗୁଣଟା ସେହିପରି ଅବସ୍ଥାର ପ୍ରଭାବରେ ଅଧିକ ହୋଇପଡ଼େ, ସେତେବେଳେ ତଦନୁରୂପ ବିଶେଷଣଦ୍ୱାରା ସେ ଚରିତ୍ରଟି ଚିହ୍ନିତ ହୁଏ ।
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy