ମଣିଷ ତା’ ଜୀବନରେ କେତେ କ’ଣ ସୁନେଲି କଳ୍ପନା ନେଇ ନିତି ବ୍ୟସ୍ତ ଥାଏ । କିନ୍ତୁ ତା’ର ସେଇ କଳ୍ପନା ଯେ ଖୁବ୍ କ୍ୱଚିତ୍ ଫଳବତୀ ହୁଏ ଏଥିରେ ସନ୍ଦେହ ନାହିଁ–କିମ୍ବା ପାରିପାର୍ଶ୍ୱିକ ପରିସ୍ଥିତି ନେଇ ଶେଷରେ ସେ ଆପଣା ଛାଏଁ ବାଧ୍ୟହୋଇ ସେଇ ସବୁ କଳ୍ପନାକୁ ଚିରଦିନ ପାଇଁ ହୃଦୟ ଭିତରୁ ପୋଛିଦିଏ ।
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy