Odia Blog

ମାଟିମଟାଳ
Date : September 24, 2025

ସାଢ଼େ ଚାରିଶ ବର୍ଷତ କାଲି ସକାଳ ପରି ଲାଗୁଛି, ଶିଳାଲିପିର ଭାଷା ଲାଗୁଛି ସତେ ଯେପରି ଏବେ କିଏ ଲେଖିଛି, ସେଦିନୁ ଏଯାକେ ଏ ଦେଶର ମଣିଷଙ୍କ ବୋଲିରେ ଆଖିଦରଶା ପରିବର୍ତ୍ତନ ଘଟିନାହିଁ, ଦେଉଳ ତା’ର ପାର୍ଶ୍ୱଭୂଇଁ ସହିତ ଦବିଯାଇଛି ପୁରୁଷେ ଗହୀରରେ, କେଉଁ ମୂର୍ତ୍ତି ଅତୁଟ ଅଛି କେତେ ଅବା ଭାଙ୍ଗିଛି କେଉଁ ମୂର୍ତ୍ତି ଘୋରି ହୋଇଛି ତଥାପି ଅଦ୍ୟାପି ସେମିତି ରହିଛି ଗୋଟାସୁଦ୍ଧା ଦେଉଳଟା ଯେପରିକି ତା’ ଉପରକୁ ହୋଇ କାରୁକାର୍ଯ୍ୟମୟ ଅତିସୁନ୍ଦର ବିମାନ ତିନୋଟି, ଆଉ ଗଲାଣି ଚାଲି ସେହି ସାଢ଼େ ଚାରିଶ ବର୍ଷର ଗୋଡ଼ିଆ ଗୋଡ଼ି ଆଲୁଅ ଛାଇର କ୍ରମିକ ଇତିହାସ ।

ଲେଖକ- ଗୋପୀନାଥ ମହାନ୍ତି 
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: ୮









Other Blogs (Total: 214)
»   ଘର

Copyright © 2026 Odia Virtual Academy. All rights reserved      Total Visitors-   1

scroll