Odia Blog

ଭାରତର ଇତିହାସ କଥା
Date : September 10, 2025

ଆଜିକାଲି ଆମେ ଯାହାକୁ ଦିଲ୍ଲୀ କହୁଁ, ଆଗେ ତାକୁ ହସ୍ତିନା କହୁଥିଲେ । ସେହି ହସ୍ତିନା ରାଜବଂଶରେ ଦୁଇ ଭାଇ ଥିଲେ । ବଡ଼ ଭାଇ ନାଁ ଧୃତରାଷ୍ଟ୍ର ଓ ସାନ ଭାଇ ନାଁ ପଣ୍ଡୁ । ଧୃତରାଷ୍ଟ ଜନ୍ମ ଦିନୁ ଅନ୍ଧ, ତେଣୁ ପଣ୍ଡୁ ରାଜ୍ୟ ବୁଝା ସୁଝା କରୁଥିଲେ । ପଣ୍ଡୁ ଅଳ୍ପ ସମୟ ଭିତରେ ମରିଗଲେ; ଧୃତରାଷ୍ଟ୍ର ରାଜ୍ୟ ବୁଝାବୁଝି କଲେ । ପଣ୍ଡୁଙ୍କର ପୁଅଙ୍କୁ ପାଣ୍ଡବ ଓ ଧୃତରାଷ୍ଟ୍ରଙ୍କର ପୁଅଙ୍କୁ କୌରବ କୁହାଯାଏ । 

ଲେଖକ– ଶ୍ରୀ ଉଦୟନାଥ ଷଡ଼ଙ୍ଗୀ
ଅଧିକ ଜାଣନ୍ତୁ...










Other Blogs (Total: 184)
»   ଘର

Copyright © 2025 Odia Virtual Academy. All rights reserved      Total Visitors-   1

scroll