Odia Blog

ବଜ୍ର-ପ୍ରହାର
Date : September 23, 2025

କେହି କେହି କହନ୍ତି,‘‘ ଆତ୍ମୀୟ-ନିଧନ ଶୋକର କାରଣ ନୁହେଁ । ତାହା କାମ, କ୍ରୋଧ, ଲୋଭାଦି ପରି ମାନବର ଗୋଟିଏ ସହଜ ବୃତ୍ତି; ଜନ୍ମ ସମୟରୁ ଅନ୍ୟାନ୍ୟ ବୃତ୍ତିଗୁଡ଼ିକ ପରି ଶୋକ ସଙ୍ଗରେ ଆସିଅଛି । ସମୟ ପାଇଲେ ସେ ଫୁଟିଉଠି ଆତ୍ମପ୍ରକାଶ କରେ । ଶୋକ ବାହାରକୁ ଆସେ ନାହିଁ, ତାହା ମନ ଭିତରେ ଥାଏ-ଏକଥା ସତ୍ୟ ହୋଇପାରେ । ଶୋକ ମନ ଭିତରେ ଥାଇପାରେ; ମାତ୍ର ସ୍ଥୂଳ ବୃଦ୍ଧିରେ ଏତିକି ଜଣାଯାଏ-ବାହାରରୁ ଆଘାତ ଆସି ଶୋକକୁ ସ୍ପର୍ଶ କଲେ ସେ ଚେଇଁ ଉଠେ । 
 
 
ଲେଖକ- ଚିନ୍ତାମଣି ମହାନ୍ତି 
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: ୪









Other Blogs (Total: 184)
»   ଘର

Copyright © 2025 Odia Virtual Academy. All rights reserved      Total Visitors-   1

scroll