ଜୀବନ କହିଲେ ଇହ, ପରତ୍ର, ଅତୀତ, ବର୍ତ୍ତମାନ, ଭବିଷ୍ୟତ, ଏପାଖ ଓ ସେପାଖ ଯାହାକିଛି ବୁଝାଏ, ମୋର ଯୋଗ ହେଉଚି ତାହାରି ଯୋଗ । ଏବଂ ଏହି ଯୁକ୍ତ ହେବାର ପଥରେ ମନର ଆନନ୍ଦ ହେଉଚି ମୋର prime mover,–ସର୍ବପ୍ରଧାନ ଉତ୍ପ୍ରେରକ
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy