Odia Blog

ଶିଳା ଓ ଶାଳଗ୍ରାମ
Date : November 6, 2025

‘ଧର୍ମ-ଜୀବନକୁ ଏକ ପ୍ରକାଶରୂପ ଦେବାକୁ ଚେଷ୍ଟାକରି ମଣିଷ ସଂସାରରେ ଯାହା ସବୁ ଗଢ଼ିଚି, ତାହା ସହିତ ଆମେ ଯେପରି ଧର୍ମର ମୂଳ ଭାବନାକୁ ଗୋଳେଇ ମିଶାଇ ନ ଦେଉ । ଗୀର୍ଜା, ଦେଉଳ, ପନ୍ଥା, ସମ୍ପ୍ରଦାୟ, ଆଚାର ଓ ଅନୁଶାସନ ପ୍ରଭୃତି ନାନା ଅନୁଷ୍ଠାନ ଦ୍ଵାରା ମନୁଷ୍ୟ କେବଳ ସେହି ‘ଏକମେବାଦ୍ଵିତୀୟଂ’ର ସମୀପବର୍ତ୍ତୀ ହେବାର ଉଦ୍ୟମ କରିଚି ମାତ୍ର । ରାମ ଓ କୃଷ୍ଣ ପ୍ରଭୃତି ଈଶ୍ଵରୀୟ ଅଭିଧାମାନଙ୍କୁ ସେହି ଏକକୁ ନିର୍ଦ୍ଦେଶ କରିଦେଉଥିବା ପ୍ରତୀକ ହିସାବରେ ବୁଝିବାକୁ ହେବ । ପ୍ରତୀକ ପାଖରେ ଅଟକିଯାଇ ବା ବାନ୍ଧିହୋଇ ପଡ଼ି ଆମର ଅନେକ ଆଧ୍ୟାତ୍ମିକ କ୍ଷତି ହୋଇଚି -। 

ଲେଖକ- ଚିତ୍ତରଞ୍ଜନ ଦାସ 
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: ୧୧









Other Blogs (Total: 214)
»   ଘର

Copyright © 2026 Odia Virtual Academy. All rights reserved      Total Visitors-   1

scroll