Odia Blog

ଭକ୍ତ ସୁଦାମା
Date : November 6, 2025

‘‘ଏହି କୃଷ୍ଣନାମରେ କେତେ ପାଗଲ ହୋଇଛନ୍ତି, କେତେ ଘରଦ୍ୱାର ଛାଡ଼ି ଜଙ୍ଗଲରେ ତାଙ୍କର ନାମ ନେଉଛନ୍ତି ! ସେମାନଙ୍କର କ’ଣ ଭୋକ ଶୋଷ ଅଛି ? ତୁ ଥରେ ସେ ନାମ କହ, ଦେଖିବୁ, ସେ ନାମ କେଡ଼େ ମଧୁର, କେଡ଼େ ଆନନ୍ଦପ୍ରଦ । ସେ ନାମରେ କେତେ ମୁନିଋଷି ତରି ଯାଇଛନ୍ତି ସଂସାର ଜଞ୍ଜାଳରୁ, ତାହାର ସଂଖ୍ୟା ନାହିଁ-। ଶିଳ୍ପ ଓ ଶ୍ରମ ସଙ୍ଗେ ସଙ୍ଗେ ଆମୋଦ ପ୍ରମୋଦରି ବିକାଶ ଦିଗରେ ଯଥେଷ୍ଟ ଦୃଷ୍ଟି ଦେବା ପ୍ରତ୍ୟେକ ଶିଳ୍ପବିଶେଷଜ୍ଞର କର୍ତ୍ତବ୍ୟ ।

ଲେଖକ- ମୁକୁନ୍ଦ ଦାଶ 
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: ୫









Other Blogs (Total: 214)
»   ଘର

Copyright © 2026 Odia Virtual Academy. All rights reserved      Total Visitors-   1

scroll