Odia Blog

ଅବ୍ୟାପାର
Date : September 18, 2025

ସ୍ମୃତିହିଁ ମନୁଷ୍ୟର ପ୍ରଧାନ ଶତ୍ରୁ । ଜହ୍ନି ପଡ଼ିଲା ବା ସଫା ଆକାଶରେ ଖଣ୍ଡେ ଖଣ୍ଡେ ବାଦଲ ଚାଲିଗଲା ପରି, ତା’ରି ଦରିଆରେ ଅତୀତ ଆସି ବଳେ ବଳେ ଉଙ୍କିମାରି ବର୍ତ୍ତମାନ ସୁଖରେ ବାଧା ଦିଏ–ଭୁଲିଯାଅ ଅତୀତକୁ । ବର୍ତ୍ତମାନକୁ ଉପଭୋଗ କର, ଭବିଷ୍ୟତ ତ ସମୁଦ୍ର ପରି ଆଗରେ ପଡ଼ିଛି ।’’

 
ଲେଖକ- ଡକ୍ଟର ଶ୍ରୀ ହରେକୃଷ୍ଣ ମହତାବ 
ଅଧିକ ଜାଣନ୍ତୁ...
 









Other Blogs (Total: 184)
»   ଘର

Copyright © 2025 Odia Virtual Academy. All rights reserved      Total Visitors-   1

scroll