Odia Blog

ଅଭାଗିନୀ (ସୁନ୍ଦରପୁର ମଠ)
Date : September 22, 2025

ସୁନ୍ଦରପୁର ଅଞ୍ଚଳରେ ରୋଗୀମାନେ ରୋଗଶଯ୍ୟାରେ ପଡ଼ି ପ୍ରାଣର ଆଶା ଛାଡ଼ିବାବେଳକୁ ମହନ୍ତ କୃଷ୍ଣଚରଣ ଦାସଙ୍କୁ ଡକାଇ ତାଙ୍କ ଆଶୀର୍ବାଦ ଗ୍ରହଣ କରୁଥିଲେ । ସେଥିରେ କେହି କେହି ସମ୍ପୂର୍ଣ୍ଣରୂପେ ରୋଗମୁକ୍ତ ହେବାର ମଧ୍ୟ ଦେଖାଯାଉଥିଲା । ନିଃସହାୟା ବିଧବା ଓ ଛେଉଣ୍ଡ ପିଲାମାନେ ତାଙ୍କଠାରୁ ବରାବର ଅର୍ଥ ସାହାଯ୍ୟ ପାଉଥିଲେ । ଏ ସବୁ କାରଣରୁ ଲୋକେ ସକାଳେ ଉଠି ନାରାୟଣ ସ୍ମରଣ କରିବା ସଙ୍ଗେ ମହନ୍ତ କୃଷ୍ଣଚରଣ ଦାସଙ୍କ ନାମ ଉଚ୍ଚାରଣ କରି, ହାତଯୋଡ଼ି ନମସ୍କାର କରୁଥିଲେ ।

 

ଲେଖକ- ପଣ୍ତିତ ଗୋଦାବରୀଶ ମିଶ୍ର
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର:  ୧୦
 









Other Blogs (Total: 184)
»   ଘର

Copyright © 2025 Odia Virtual Academy. All rights reserved      Total Visitors-   1

scroll