Search
TOC
ସାରଳା ମହାଭାରତ
ଆଦିକବି ସାରଳା ଦାସ
ଉଦ୍ଯୋଗ ପର୍ବ
ସୂଚୀପତ୍ର
ବିଷୟ
ଗଣେଶଙ୍କ ବନ୍ଦନା
ପାଣ୍ଡବଙ୍କ ଇନ୍ଦ୍ରପ୍ରସ୍ଥେ ପ୍ରବେଶ, ଧୃତରାଷ୍ଟ ସଞ୍ଜୟ ସଂବାଦ
ଓ ଧୌମ୍ୟ ପୁରୋହିତଙ୍କର ଦୂତପଣେ ହସ୍ତିନା ଗମନ
ଯୁଧିଷ୍ଠିରଙ୍କ ସମର ପ୍ରତିଜ୍ଞା- ଧୃତରାଷ୍ଟ, ଭୂରିସର୍ବା, ଧୌମ୍ୟ ଓ
ବିଦୁରଙ୍କର ଦୁର୍ଯ୍ୟୋଧନକୁ ପଞ୍ଚପଡ଼ା ପ୍ରାର୍ଥନା ଏବଂ ବିଦୁରଙ୍କୁ ଯୁଧିଷ୍ଠିରଙ୍କ ନିକଟକୁ ପ୍ରେରଣ
ଶ୍ରୀକୃଷ୍ଣଙ୍କୁ ଆଣିବା ନିମନ୍ତେ ଅର୍ଜୁନଙ୍କ ଦ୍ଵାରିକା
ଗମନ ଓ ତାହାଙ୍କୁ ଘେନି ପ୍ରତ୍ୟାବର୍ତ୍ତନ
ଉତ୍ତରା ବାଳୀର ରଜୋବତୀ ହେବା ସମ୍ବାଦ ଓ
ରଜକୋଷ୍ଠି ବିବରଣ
ସୁଦେଷ୍ଣା ପାଟ ମହାଦେଈଙ୍କର ଯୁଦ୍ଧ ସମ୍ଵନ୍ଧରେ ଭବିଷ୍ୟତ
ବାଣୀ ବର୍ଣ୍ଣନ ଓ ବିଶ୍ଵଦେବଙ୍କୁ ବିଶ୍ଵାମିତ୍ରଙ୍କର ଶାପ
ପଞ୍ଚ ପାଣ୍ତବଂକର ସମର ପ୍ରତିଗ୍ୟାଂ, ଦୂତପଣେ ଶ୍ରୀକୃଷ୍ଣଙ୍କର
ହସ୍ତିନା ଗମନ ଓ ବ୍ୟାସାଦି ମୁନିଙ୍କ ସହ ବିଦୁର ଗୃହେ ବିଶ୍ରାମ
ଶ୍ରୀକୃଷ୍ଣଙ୍କର ବିଦୁର ମନ୍ଦିରରେ ଅବସ୍ଥିତି ଓ ବିଦୁରଙ୍କୁ ବର ଦାନ
କୁନ୍ତୀ ଓ ଶ୍ରୀକୃଷ୍ଣଙ୍କ କଥୋପକଥନ, ଶ୍ରୀକୃଷ୍ଣ ଧୃତରାଷ୍ଟଂକ
ନିକଟେ ପ୍ରବେଶଏବଂ ଅନ୍ଧ ବ୍ରାହ୍ମଣର ଚକ୍ଷୁଦାନ ବିବରଣ
ଶ୍ରୀକୃଷ୍ଣଙ୍କର ପ୍ରଥମ ଥର କୁରୁସଭାକୁ ଗମନ ଏବଂ
ଅପମାନ ଓ ବଳି ରାଜାର ଉପାଖ୍ୟାନ
ଦୁର୍ଯ୍ୟୋଧନ ଦୁଇଖଣ୍ଡ ପଡ଼ା ଦେବା ନିମନ୍ତେ ଭୀଷ୍ମଙ୍କ ଠାରେ ଇଚ୍ଛା ପ୍ରକାଶ ଓ ଶକୁନିର ଅମତ ଏବଂ ବାବନା ଭୂତର ବିବରଣ
କୌରବ ସଭାକୁ ଶ୍ରୀକୃଷ୍ଣଙ୍କର ଦ୍ୱିତୀୟ ଥର ଗମନ,
ଭୟଙ୍କର ଅପମାନ ଓ ନରସିଂହ ରୂପ ଧାରଣ
କୌରବ ସଭାକୁ ଶ୍ରୀକୃଷ୍ଣଙ୍କର ତୃତୀୟା ଥର ଗମନ ଓ ଅପମାନ ଏବଂ ମହାଲକ୍ଷ୍ମୀ ସହିତ ଦ୍ୱାରିକା ଗମନ
ଭାରତୀୟ ରାଜାମାନଙ୍କୁ ଯୁଦ୍ଧ ନିମନ୍ତେ ଆମନ୍ତ୍ରଣ
କୁରୁ ପାଣ୍ତବଙ୍କର ସନ୍ୟ ସଂଖ୍ୟା, ଶ୍ରୀକୃଷ୍ଣଙ୍କ ଦ୍ଵାରା ବେଲାଳସେନ ମସ୍ତକ ଚ୍ଛେଦନ ଓ ଶୁଭସ୍ତମ୍ଭ ସ୍ଥାପନ ଏବଂ ପାଣ୍ତବମାନଙ୍କ ଛନ୍ନତା
ଭାରଦାର ପୂର୍ବଜନ୍ମ ବିବରଣ
ଆତାପି ବାତାପି ଉପାଖ୍ୟାନ ଏବଂ ସିଂହମୁଖା
ଶୃଗାଳର ଭବିଷ୍ୟତ ବାଣୀ
ତୁଳସୀବଣ ବାଘ ଓ ତୁଳାମୁହାଂ କାଙ୍କର ବିବରଣ
ବୀର ହନୁମାନଙ୍କୁ ଆମନ୍ତ୍ରଣ ନିମନ୍ତେ ଭୀମସେନଙ୍କର
ଗମନ ଓ ଅପମାନ
କର୍ଣ୍ଣକୁ ଆଣିବା ନିମନ୍ତେ କୁନ୍ତୀଙ୍କର ଗମନ ଏବଂ
ନୀଳବାଣ ଭୁଜବାଣ ଦକ୍ଷିଣା ସ୍ଵରୂପେ ଆନୟନ
କଳ୍ପାସୁର ସହିତ କର୍ଣ୍ଣର ଯୁଦ୍ଧ , ନୀଳବାଣ ଓ
ଭୁଜ ବାଣର ଉତ୍ପତ୍ତି
ଶଙ୍ଖାସୁରଠାରୁ ବେଦ ଉଦ୍ଧାର ଓ ସ୍ତୋତ୍ର
ମହାକ୍ଷତ୍ରୀମାନଙ୍କର ବଳାବଳ ଓ ଯୁଦ୍ଧର ନିୟମ
ଉଦିଯୋଗ ପର୍ବ ସମାପ୍ତ
Result
Anchor
Menu
ସାରଳା ମହାଭାରତ ଉଦ୍ଯୋଗ ପର୍ବ – ଆଦିକବି ସାରଳା ଦାସ
‹
›
0
0
Total Pages
0
0
Settings
Reflow text when sidebars are open.