ଧନ୍ୟବାଦ ସହ ପ୍ରାପ୍ତିସ୍ୱୀକାର
ଓଡ଼ିଆ ଭର୍ଚୁଆଲ ଏକାଡେମୀ ଯେଉଁ ବ୍ୟକ୍ତି/ସଂଗଠନ/ଅନୁଷ୍ଠାନଙ୍କ ମହତ୍ତ୍ୱପୂର୍ଣ୍ଣ ଅବଦାନ ପାଇଁ କୃତଜ୍ଞତା ଜ୍ଞାପନ କରୁଛି:
୧. ଓଡିଶା ରାଜ୍ୟ ଅଭିଲେଖାଗାର, ଭୁବନେଶ୍ୱର
୨. ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର, ଭୁବନେଶ୍ୱର
୩. ଓଡ଼ିଆ ଭାଷା ପ୍ରତିଷ୍ଠାନ, ଭୁବନେଶ୍ୱର
୪. ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର
୫. ରାଜସ୍ୱ ସେବା ଅଧିକାରୀ ପ୍ରଶିକ୍ଷଣ କେନ୍ଦ୍ର, ଭୁବନେଶ୍ୱର
୬. ପ୍ରଫେସର ଓଁକାର ନାଥ ମହାନ୍ତି, ଅଧ୍ୟକ୍ଷ, ଗୋପୀନାଥ ମହାନ୍ତି ଫାଉଣ୍ଡେସନ୍ ଟ୍ରଷ୍ଟ
୭. ଶ୍ରୀ ତଥାଗତ ସତପଥୀ, ସଂପାଦକ, ଧରିତ୍ରୀ
୮. ଡାକ୍ତର ଉଷା ଦାସ, ବାପୁଜୀନଗର, ଭୁବନେଶ୍ୱର
୯. ଗ୍ରନ୍ଥ ମନ୍ଦିର, କଟକ
୧୦. ଫ୍ରେଣ୍ଡସ୍ ପବ୍ଲିଶର୍ସ, କଟକ
୧୧. ଶିକ୍ଷା ସନ୍ଧାନ, ଭୁବନେଶ୍ୱର
୧୨. ଧର୍ମଗ୍ରନ୍ଥ ଷ୍ଟୋର, କଟକ
୧୩. ଶ୍ରୀ ଭୂଲୋକ ମହାନ୍ତି, ଶ୍ରୀମତୀ ସୁଜାତା ମହାପାତ୍ର, ଶ୍ରୀମତୀ କବିତା ପରିଜା
୧୪. ଶ୍ରୀ ଚନ୍ଦ୍ରସାରଥୀ ବେହେରା, ମାନ୍ୟବର ରାଷ୍ଟ୍ରମନ୍ତ୍ରୀ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା, ଓଡିଶା ସରକାର
୧୫. ଶ୍ରୀ ଶଶିକାନ୍ତ ମିଶ୍ର
୧୬. ଶ୍ରୀ ନିରଞ୍ଜନ ପଣ୍ଡା, ଡିଜିଟ୍ରାକ, ଭୁବନେଶ୍ଵର
୧୭. ଶ୍ରୀ ଶୈଳେନ୍ଦ୍ର ଦ୍ୱିବେଦୀ