- ସାରଳା ମହାଭାରତ
- ସୂଚୀପତ୍ର
- ଗଣେଶଙ୍କ ବନ୍ଦନା
- ବଳରାମଙ୍କ ନିକଟରେ ଶ୍ରୀକୃଷ୍ଣଙ୍କର ଯମପୁର ଦର୍ଶନ ବର୍ଣ୍ଣନ ଓ ନାରଦଙ୍କ ଠାରୁ ଯୁଧିଷ୍ଟିରଙ୍କର ପାଣ୍ଡୁରାଜାଙ୍କ ଦୁର୍ଦ୍ଦଶା ଶ୍ରବଣ
- ଅର୍ଜୁନ ଦ୍ୱାରକାରୁ ଶ୍ରୀକୃଷ୍ଣଙ୍କୁ ଆନୟନ ଓ ରାଜସୂୟ ଯଗ୍ୟଂର ପରାମର୍ଶ
- ଶ୍ରୀକୃଷ୍ଣଙ୍କ ସହିତ ଭୀମାର୍ଜୁନଙ୍କର ମଗଧ ଦେଶେ ଗମନ
- ଭେରୀର ପୂର୍ବ ଚରିତ ବର୍ଣ୍ଣନା
- ଶିମୂଳୀ ବୃକ୍ଷର ବୃତ୍ତାନ୍ତ
- ଗଧର ଚରିତ , ଜରାସନ୍ଧ ସହ କୃଷ୍ଣଙ୍କର କଥୋପକଥନ ଓ ଜରାସନ୍ଧର ମୃତ୍ୟୁ
- ଜରାସନ୍ଧର ବଧ ଶୁଣି ସହଦେବର କୋପ ଓ ଶ୍ରୀକୃଷ୍ଣଙ୍କୁ ସ୍ତବ କରିବା ଏବଂ ମଗଧରେ ରାଜା ହେବା
- ଦୁର୍ଯ୍ୟୋଧନର କପଟ ମନ୍ତ୍ରଣା ଓ ଯୁଧିଷ୍ଠିରଙ୍କର ଶୋକ, କୃଷ୍ଣଙ୍କ ସହ ଭୀମାର୍ଜୁନ ହସ୍ତିନାରେ ପ୍ରବେଶ
- ଜରାସନ୍ଧର ଜନ୍ମଚରିତ
- ଶ୍ରୀକୃଷ୍ଣଙ୍କର ଦ୍ୱାରକା ଗମନ , ପଥମଧ୍ୟେ ଯଜ୍ଞୋପକରଣମାନ ସଂଗ୍ରହ , ବଳଦେବଙ୍କ ସହିତ ସାକ୍ଷାତ ଓ ଦ୍ୱାରକାରେ ମହୋତ୍ସବ
- ରାଜାମାନଙ୍କୁ ନିମନ୍ତ୍ରଣାର୍ଥେ ଭୀମ , ଅର୍ଜୁନ , ନକୁଳ , ସହଦେବ ଚାରି ଭାଇଙ୍କୁ ଚାରି ଦିଗକୁ ଯିବାକୁ ଶ୍ରୀକୃଷ୍ଣଙ୍କର ଆଦେଶ
- ରାଜସୂୟ ଯଜ୍ଞ , ଯଜ୍ଞଶାଳା ଓ ସଭାଗୃହ ଯଜ୍ଞଶାଳା ଓ ସଭାଗୃହ , ରାଜାମାନଙ୍କ ସହ ସୈନ୍ୟ ଗଜ ଅଶ୍ୱଙ୍କର ଗୃହନିର୍ମାଣ ଓ ରାଜସୂୟ ଯଜ୍ଞର ଆୟୋଜନ
- ପଶ୍ଚିମ ଦିଗ ରାଜା ନିମନ୍ତ୍ରଣ କାରଣେ ଭୀମଙ୍କର ଗମନ
- ନୈଋତସେନ ରାଜା ନିମନ୍ତ୍ରଣ ଓ ଜରାସନ୍ଧ ପୁତ୍ର ସହଦେବ ସହ ଯୁଦ୍ଧ
- ମରୁତ ରାଜା ନିମନ୍ତ୍ରଣ ଓ ବୀରବାହୁ ସହ ଯୁଦ୍ଧ
- କାଶୀ ରାଜାଙ୍କୁ ନିମନ୍ତ୍ରଣ ଓ ପଞ୍ଚଧାରା ତୀର୍ଥର ମାହାତ୍ମ୍ୟ
- ବିରାଟ ରାଜାଙ୍କ ନିକଟକୁ ଭୀମସେନଙ୍କର ପତ୍ର ପ୍ରେରଣ
- ଶ୍ରୀମୁଖ ଲେଖନ ଶ୍ରୀ ଶ୍ରୀ ଦେବଗଣେ ଶରଣ, ଶ୍ରୀ ଶ୍ରୀ ଅନାଦି ଦେବଙ୍କ ଶ୍ରୀଚରଣେ ଶରଣ
- ମଦନସେନ ରାଜାକୁ ନିମନ୍ତ୍ରଣ, କନ୍ଦର୍ପସେନ ସହିତ ଯୁଦ୍ଧ ଓ ତାହାର ମୃତ୍ୟୁ
- ଭୀମଙ୍କର ସୁଜାଣେଶ୍ୱର ରାଜାଙ୍କୁ ନିମନ୍ତ୍ରଣ ଓ ଅଶ୍ୱିନୀକୁମାରଙ୍କ ଜନ୍ମ
- ବିରାଟ ରାଜ୍ୟରେ ଭୀମଙ୍କ ଦୂତର ଅପମାନ
- ଚକ୍ରସେନ ରାଜାଙ୍କ ଆମନ୍ତ୍ରଣ, କଣୟବିନ୍ଦୁ ରାଜାଙ୍କର ସୂର୍ଯ୍ୟଙ୍କ ପ୍ରତି ସ୍ତବ ଓ ଲଗ୍ନାଜିତ ରାଜାଙ୍କୁ ଆମନ୍ତ୍ରଣ
- କର୍ଣ୍ଣକେଶରୀ ଓ ରାମଚନ୍ଦ୍ର ରାଜାଙ୍କ ନିମନ୍ତ୍ରଣ
- ଭୀମଙ୍କର କିରାତ ଓ କାମପାଳ ସଙ୍ଗେ ଯୁଦ୍ଧ ଏବଂ ଜୟଲାଭ ଓ ନିମନ୍ତ୍ରଣ
- ଶିବ ରାଜା ଓ ଅମ୍ବର ରାଜାଙ୍କୁ ନିମନ୍ତ୍ରଣ
- ଭୀମଙ୍କର ପୁଣ୍ଡରୀକ ବାସୁଦେବ ରାଜା ସହ ଯୁଦ୍ଧ ଓ ତାହାର ବନ୍ଧନ
- ଗଣପତି ଓ ରୁଦ୍ରଦେବ ରାଜାଙ୍କୁ ନିମନ୍ତ୍ରଣ
- ଶବରୀ ନାରାୟଣଙ୍କୁ ନିମନ୍ତ୍ରଣ
- ଶ୍ରୀକୃଷ୍ଣଙ୍କ ସ୍ୱର୍ଗରୁ ସୁଧର୍ମା ସଭା ଆନୟନ
- ଉତ୍ତର ଦିଗ ରାଜାଗଣ ନିମନ୍ତ୍ରଣେ ପାର୍ଥଙ୍କ ଗମନ
- ମଙ୍ଗଳସେନ ରାଜା ସହ ଅର୍ଜୁନଙ୍କ ଯୁଦ୍ଧ
- ଅର୍ଜୁନର କ୍ଷେତ୍ରପାଳ ନୃପତିଙ୍କୁ ନିମନ୍ତ୍ରଣ ଓ ମାହେଶ୍ୱର ରାଜା ସହ ଯୁଦ୍ଧ
- ଅର୍ଜୁନଙ୍କର ବରୁଣ , ଜଳନ୍ଧର , ବ୍ୟୋମକେଶ ରାଜାଙ୍କୁ ନିମନ୍ତ୍ରଣ ଓ ମନ୍ମଥ ରାଜାଙ୍କ ସହ ଯୁଦ୍ଧ ଏବଂ ଜୟ
- ବୈଲୋଚନ ସହିତ ଅର୍ଜୁନଙ୍କର ଯୁଦ୍ଧ ଓ ନିମନ୍ତ୍ରଣ
- ଅର୍ଜୁନଙ୍କର ବର୍ଣ୍ଣାନିକ ରାଜା , ବିଷ୍ଣୁକର ପଣ୍ଡା ବେଦଶ୍ରବଣ , ଅଙ୍ଗାରପନ୍ନଗ ଓ ଦ୍ରୁପଦ ରାଜାଙ୍କୁ ନିମନ୍ତ୍ରଣ
- ଅର୍ଜୁନଙ୍କର ଦରଦସେନ ରାଜା ଓ ଜମାଗୋଷ୍ଠ ରାଜାଙ୍କ ସହିତ ଯୁଦ୍ଧ ଓ ଜୟ ଏବଂ ଜମାଗୋଷ୍ଠ ରାଜାର ବନ୍ଧନ
- ଅର୍ଜୁନଙ୍କର ମୃତ ସୈନ୍ୟ ଜୀବିତ ଓ ସଂକଳ୍ପ, ଭୈରବ, ଉଦୟଗିରି , ଉତ୍ତର କୋଶଳ ଏବଂ ନନ୍ଦିଗ୍ରାମ ରାଜାମାନଙ୍କୁ ଓ କଳ୍ପ ରାଜା ସହିତ ଯୁଦ୍ଧ
- ରୁଦ୍ରପୁର, ନିଶ୍ଚଳପୁର, ସିନ୍ଧୁ ମହାଦେଶ ପ୍ରଭୃତି ରାଜାମାନଙ୍କୁ ନିମନ୍ତ୍ରଣ ଏବଂ ପଶୁପାଳ ରାଜ୍ୟେ ଅର୍ଜୁନଙ୍କର ଶିବ ଦର୍ଶନ
- ପଶୁପତି ରାଜାର ସୈନ୍ୟମାନଙ୍କର ପୁନର୍ଜୀବନ ଏ ରଣସ୍ତମ୍ଭ ରାଜ୍ୟରେ ବୀରବର ରାଜା ସହିତ ଯୁଦ୍ଧ ଓ ଅର୍ଜୁନଙ୍କର ହିଙ୍ଗୁଳାଙ୍କଠାରୁ ବରପ୍ରାପ୍ତି
- ସଭାଗୃହ ନିର୍ମାଣ ଓ ଦୁର୍ଯ୍ୟୋଧନର ମନ ଦୁଃଖ
- ନକୁଳଙ୍କର ଦକ୍ଷିଣ କୋଶଳ ରାଜାମାନଙ୍କୁ ନିମନ୍ତ୍ରଣ ନିମନ୍ତେ ଗମନ, କଳିଙ୍ଗସେନ, ଯମନିକ ରାଜା ପ୍ରଭୃତିଙ୍କ ସହିତ ଖଣ୍ଡ ଯୁଦ୍ଧ
- ଶ୍ରୀଗିରି ପର୍ବତରେ ତ୍ରେତୟା ଯୁଗର ସୁଷେଣଙ୍କ ବିବରଣ, ନକୁଳର ଇଚ୍ଛାପୁର ରାଜା ସହିତ ଯୁଦ୍ଧ, ତାହାର ପଳାୟନ ଏବଂ ଅନ୍ୟାନ୍ୟ ରାଜାଙ୍କୁ ନିମନ୍ତ୍ରଣ
- Result
Settings
Reflow text when sidebars are open.