- ସାରଳା ମହାଭାରତ
- ସୂଚୀପତ୍ର
- ବିରାଟ ରାଜା କୀଚକ ଶତେଭାଇଙ୍କ ଜନ୍ମ ଏବଂ
- ବିରାଟ ରାଜାଙ୍କର ମତ୍ସ୍ୟଦେଶେ ଅଭିଷେକ ଓ ସୁଦେଷ୍ଣାଙ୍କର ପୂର୍ବଜନ୍ମ ବିବରଣ,
- ବିରାଟର ମଘଦେଶ ପ୍ରାପ୍ତି, ପଞ୍ଚପାଣ୍ଡବଙ୍କର ଛଦ୍ମରୂପ ଧାରଣ ଓ ଶମୀବୃକ୍ଷ ଉତ୍ପତ୍ତି, ତାହାର କ୍ରୋଟରେ ଅସ୍ତ୍ରଶସ୍ତ୍ର ରକ୍ଷଣ ଓ ପଞ୍ଚପାଣ୍ଡବଙ୍କର ଗୁପ୍ତବେଶ ଧାରଣ କରି ରହିବାର ମନ୍ତ୍ରଣା
- ଯୁଧିଷ୍ଠିରଙ୍କର ବାଞ୍ଛାବଟକୁ ସ୍ତବ ଓ ସାହାଡ଼ା ପତ୍ରର ମାହାତ୍ମ୍ୟ
- ତ୍ରିପୁରାସୁର ବଧ
- ଯୁଧିଷ୍ଠିରଙ୍କ ବିରାଟ ସଭାକୁ ଗମନ
- ଯୁଧିଷ୍ଠିରଙ୍କର ଶାଢ଼ୀ ଗ୍ରହଣ
- ଭୀମଙ୍କର ବିରାଟ ସଭାରେ ପ୍ରବେଶ
- ଅର୍ଜୁନଙ୍କର ବିରାଟ ସଭାରେ ପ୍ରବେଶ
- ଦ୍ରୋପଦୀଙ୍କର ବିରାଟ ଭବନରେ ପ୍ରବେଶ
- ନକୁଳଙ୍କର ବିରାଟ ସଭାକୁ ଗମନ
- ସହଦେବଙ୍କର ବିରାଟ ସଭାକୁ ଗମନ
- ଭୀମ-ବ୍ୟାଘ୍ର ଯୁଦ୍ଧ ଓ ନାନା ପ୍ରସଙ୍ଗ
- ଭୀମଙ୍କ ସହିତ ପ୍ରଦେଶୀ ମଲ୍ଲର ଯୁଦ୍ଧ ଓ ତାହାର ମୃତ୍ୟୁ
- ମାଲର ପୂର୍ବଜନ୍ମ ବୃତ୍ତାନ୍ତ ଓ ଭାମଙ୍କ ରନ୍ଧନ ପ୍ରଣାଳୀ
- ବିରାଟ ରାଜ୍ୟରେ ଚନ୍ଦନଯାତ୍ରା ଉତ୍ସବ ପ୍ରବର୍ତ୍ତନ
- ସୈରିନ୍ଧ୍ରୀ ଦର୍ଶନେ କୀଚକର ଦୂତ ପ୍ରେରଣ
- ସୁଦେଷ୍ଣା ସୈରିନ୍ଧ୍ରୀଙ୍କୁ କୀଚକ ନିକଟକୁ ପ୍ରେରଣ ଓ ସୈରିନ୍ଧ୍ରୀଙ୍କର ସୂର୍ଯ୍ୟଙ୍କୁ ପ୍ରାର୍ଥନା
- ଛାୟା ମାୟା ସାହାଯ୍ୟରେ ଦ୍ରୋପଦୀଙ୍କର ଗମନ ଓ କୀଚକର ଲାଞ୍ଛନା
- ପଞ୍ଚପାଣ୍ଡବଙ୍କ ନିକଟରେ ଦ୍ରୌପଦୀଙ୍କ କୀଚକ ମୃତ୍ୟୁର ଗୁପ୍ତ ପରାମର୍ଶ
- ଭୀମ କର୍ତ୍ତୃକ କୀଚକ ବଧ
- କୀଚକର ମୃତଦେହ ଦର୍ଶନେ ବିରାଟଙ୍କ ଶୋକ
- ଭୀମ କର୍ତ୍ତୃକ କୀଚକର ଅନେଶ୍ଵତ ଭ୍ରାତାଙ୍କର ନିଧନ
- ନାରୀମାନଙ୍କର ଶୋକ, ଦ୍ରୌପଦୀଙ୍କର ଉପଦେଶ ଓ କୀଚକର ଶୁଦ୍ଧକ୍ରିୟା
- ପାଣ୍ଡବଙ୍କ ଅନୁସନ୍ଧାନାର୍ଥେ ଦୁର୍ଯ୍ୟୋଧନଙ୍କର ଦୂତ ପ୍ରେରଣ ଓ ତ୍ରିଗର୍ତ୍ତ ରାଜା ସହିତ ବିରାଟଙ୍କ ଯୁଦ୍ଧ
- ତ୍ରିଗର୍ତ୍ତ ସହ ଯୁଦ୍ଧରେ ବିରାଟର ବନ୍ଦୀହେବା
- ଭୀମସେନଙ୍କର ଯୁଦ୍ଧ ଓ ବିରାଟ ରାଜାଙ୍କ ମୁକ୍ତି
- ତ୍ରିଗର୍ତ୍ତର ପରାଜୟ ବାର୍ତ୍ତା ଶୁଣି ମାନଗୋବିନ୍ଦର ରଣସଜ୍ଜା
- ବିରାଟ ବୀରବାହୁ ସହିତ ଯୁଦ୍ଧେ ଗମନ, ଗୋଧନ ହରଣ ନିମନ୍ତେ କୁରୁସୈନ୍ୟ ବିରାଟ ରାଜ୍ୟରେ ପ୍ରବେଶ ଓ ପୃଥନାର ସହଦେବ ସହିତ ଯୁଦ୍ଧ
- ବୃହନ୍ନାରୀଙ୍କୁ ସାରଥି କରି ଉତ୍ତରର ଯୁଦ୍ଧଯାତ୍ରା
- କୁରୁସୈନ୍ୟ ଦେଖି ଉତ୍ତର ପଳାୟନ,ଅର୍ଜୁନଙ୍କ ପଶ୍ଚାତ୍ ଧାବନ ଓ ନାନାଦି ଉପଦେଶ ଏବଂ କୁରିବୀରଙ୍କର ଅନୁମାନ
- ଶୁକ୍ର ମହାରାଜାଙ୍କର ଉପାଖ୍ୟାନ
- ଅର୍ଜୁନଙ୍କର ଆଦେଶରେ ଉତ୍ତରର ଶମୀ ବୃକ୍ଷରୁ ଅସ୍ତ୍ର ଆଣିବା ନିମିତ୍ତ ଗମନ ଓ ଶୋଷକ ସର୍ପ ଦଂଶନ
- ବୃହନ୍ନାରୀ କର୍ତ୍ତୃକ ଉତ୍ତର ନିକଟରେ ପଞ୍ଚପାଣ୍ତବଙ୍କ ପରିଚୟ ଓ ଅର୍ଜୁନର ଦଶନାମ କଥନ
- ଶିବପିଣ୍ଡ ଓ ଦେବଦତ୍ତ ଶଙ୍ଖ ବିବରଣ ଏବଂ ଅମ୍ବାସୁର ବଧ
- ଅର୍ଜୁନ ନନ୍ଦିଘୋଷ ରଥ ପ୍ରାପ୍ତି ଓ ମହିଷାସୁର ବଧ ଏବଂ ଅକ୍ଷୟତୂଣ ଉତ୍ପତ୍ତିର ବିବରଣ
- ଅର୍ଜୁନଙ୍କର ପାଶୁପାତ ଓ ଅକ୍ଷୟତୂଣ ପ୍ରାପ୍ତି ବିବରଣ
- କୁରୁ ସେନାପତିମାନଙ୍କର ପରିଚୟ , ଝିମିଟି ଖେଳ ଓ ଦୁର୍ବାସାଙ୍କ ଠାରୁ କୁନ୍ତୀଙ୍କ ବରପ୍ରାପ୍ତି ଏବଂ କର୍ଣ୍ଣ ଜନ୍ମ ବିବରଣ
- ଅର୍ଜୁନ ଦୁର୍ଯ୍ୟୋଧନର କଳି ଓ ଶତେଭ୍ରାତାଙ୍କ ସହିତ ଯୁଦ୍ଧ
- କର୍ଣ୍ଣ ଅର୍ଜୁନଙ୍କ ଯୁଦ୍ଧ
- ଅର୍ଜୁନ ସହିତ କୁରୁସୈନ୍ୟଙ୍କର ଗୋଳଯୁଦ୍ଧ , ମୋହନା ଶର ପ୍ରୟୋଗ ଏବଂ କୁରୁସେନାଙ୍କର ଲାଞ୍ଛନା
- ବିରାଟ କଳ୍ପିରାଜା ଯୁଦ୍ଧେ ଗମନ ଓ ଭୀମ କର୍ତ୍ତୃକ ବୀରବାହୁର ପତନ
- ଉତ୍ତରର ଜୟ ବାର୍ତ୍ତା ଶୁଣି ବିରାଟର ଆନନ୍ଦ ଓ ଯୁଧିଷ୍ଠିରଙ୍କର ମସ୍ତକରୁ ରକ୍ତପାତ
- ଉତ୍ତରର ଯୁଧିଷ୍ଠିରଙ୍କୁ ସ୍ତୁତିବାଦନ ଓ ଅଭିଷେକ ନିମନ୍ତେ ଯୁଧିଷ୍ଠିର ସହଦେବଙ୍କ ସହିତ ମନ୍ତ୍ରଣା
- ଶମୀବୃକ୍ଷ ତଳେ ଯୁଧିଷ୍ଠିରଙ୍କର ଅଭିଷେକ ଓ ବଳଦେବଙ୍କ ଅପମାନ
- ବିରାଟ ସିଂହାସନେ ଯୁଝେଷ୍ଠିଙ୍କ ଉପବେଶନ ଶୁଣି ବିରାଟର କୋପ ଓ ଉତ୍ତର କର୍ତ୍ତୃକ ପରିଚୟ ପ୍ରଦାନ
- ବିରାଟଙ୍କର ଯୁଧିଷ୍ଠିରଙ୍କ ନିକଟରେ ଅନୁନୟ, ଯୁଧିଷ୍ଠିରଙ୍କର ପୁନର୍ବାର ଅଭିଷେକ ଓ ଉତ୍ତରା କୁମାରୀର ବିବାହ ନିର୍ବନ୍ଧ
- ଅଭିମନ୍ୟୁର ଉତ୍ତରା ସହିତ ବିବାହ
- ଧୃତରାଷ୍ଟ୍ର ଶକୁନିର କଥୋପକଥନ ଓ ଧୃତରାଷ୍ଟ୍ରଙ୍କର ଅପମାନ
- ଯୁଧିଷ୍ଠିରଙ୍କର ଇନ୍ଦ୍ରପ୍ରସ୍ଥକୁ ଯିବା ଅନୁକୂଳ
- Result
Settings
Reflow text when sidebars are open.