- ହରିବଂଶ (ଷଷ୍ଠ ଖଣ୍ଡ)
- ସୂଚୀପତ୍ର
- ସୂର୍ଯ୍ୟସ୍ତୁତି
- ରୁକ୍ମିଣୀ ଦେବୀଙ୍କ ବିବାହ ନିମନ୍ତେ ଭୀଷ୍ମକ ନୃପତିର ବର ଅନ୍ଵେଷଣ
- ଶିଶୁପାଳକୁ ବରିବା ପାଇଁ ରୁକ୍ମଣର ଗମନ ଏବଂ ରୁକ୍ମିଣୀଙ୍କର ଦୁର୍ଗାସ୍ତୁତି
- ରୁକ୍ମିଣୀଙ୍କର ଦୁର୍ଗାଙ୍କଠାରୁ ବରଲାଭ ଓ କୃଷ୍ଣଙ୍କ ପ୍ରତି ଦୂତ ପ୍ରେରଣ
- କୃଷ୍ଣଙ୍କର ଦୂତବେଶୀ ବ୍ରାହ୍ମଣଠାରୁ ପ୍ରଦତ୍ତ ଚିଟାଉ ଗ୍ରହଣ ଓ କୁଣ୍ଡୀନଗ୍ର ଅଭିମୁଖେ ଯାତ୍ରା
- କୁଣ୍ତୀନଗ୍ରେ ବରବେଶୀ ଶିଶୁପାଳର ପ୍ରବେଶ ଓ ବିଦ୍ୟାଧର ବ୍ରାହ୍ମଣର ପୂର୍ବଶାପ ବିବରଣ
- ବଳରାମଙ୍କ ସହିତ ଯାଦବମାନଙ୍କର କୁଣ୍ତିନଗ୍ରେ ପ୍ରବେଶ ଓ କୃଷ୍ଣଙ୍କ କର୍ତ୍ତୃକ ରୁକ୍ମିଣୀ ହରଣ
- ଯାଦବଙ୍କ ସହିତ ରାଜାମାନଙ୍କର ଗୋଳଯୁଦ୍ଧ ଓ କୃଷ୍ଣଙ୍କଦ୍ଵାରା ରୁକ୍ମଣର ବନ୍ଧନ
- ବଳରାମଙ୍କ ସହିତ ଜରାସନ୍ଧର ଯୁଦ୍ଧ ଓ ପରାଜୟ ଏବଂ ବିଭା ବେଦୀରେ ଶିଶୁପାଳର ଅପମାନ
- କୃଷ୍ଣଙ୍କୁ ଜିଣିବାପାଇଁ ରୁକ୍ମଣର ତପସ୍ୟା
- ବ୍ରହ୍ମାଦି ଦେବଗଣଙ୍କର ଦ୍ୱାରକା ପ୍ରବେଶ ଓ ରୁକ୍ମିଣୀ ବିଭା
- ଶିଷ୍ୟଗଣସହ ଦୁର୍ବାସାଙ୍କର ଦ୍ଵାରକା ଗମନ ଓ ରୁକ୍ମିଣୀଙ୍କର ରଜଃକୋଷ୍ଠୀ ଗଣନା
- ରୁକ୍ମିଣୀଙ୍କର ବନ୍ଦାପନା
- ବ୍ରହ୍ମହତ୍ୟା ପାପ ଖଣ୍ଡନ ନିମିତ୍ତ ଶିବଙ୍କର ଯୋଗ ସାଧନା
- ହର କୋପାନଳରେ ମଦନର ଭସ୍ମ ଓ ରତିଦେବୀର ବିଳାପ
- ରତିର ଶିବସ୍ତୁତି ଓ ବରଲାଭ
- କାର୍ତ୍ତିକେୟ ଜନ୍ମ
- ତାରକାସୁର ବଧ
- ବ୍ରହ୍ମାଙ୍କର ଉପଦେଶରେ ରତିର ତପସ୍ୟା
- ଶମ୍ବରାସୁର ଦ୍ଵାରା ରତି ହରଣ
- କନ୍ଦର୍ପର ପୂର୍ବଶାପ ବିବରଣ
- ପ୍ରଦ୍ୟୁମ୍ନ ଜନ୍ମ
- ଶମ୍ବରାସୁର କର୍ତ୍ତୃକ ପ୍ରଦ୍ୟୁମ୍ନ ଅପହରଣ ଏବଂ ସମୁଦ୍ର ଗର୍ଭକୁ କ୍ଷେପଣ
- ମୀନ ଗର୍ଭରୁ ମନକେତନର ଜନ୍ମ
- ମୀନକେତନ ସଙ୍ଗେ ରତିର ପରିଚୟ
- ମୀନକେତନର ଅସ୍ତ୍ରଶିକ୍ଷା ଓ ଶମ୍ବରାସୁର ପୁତ୍ରଙ୍କର ବିନାଶ
- ଶମ୍ବରାସୁର ବଧ
- ରୁକ୍ମିଣୀ ନିକଟରେ ବ୍ୟାସଙ୍କର ସ୍ୱପ୍ନ ଫଳାଫଳ କଥନ,ରତି କନ୍ଦର୍ପର ଦ୍ୱାରକା ପ୍ରବେଶ ଓ ଅନିରୁଦ୍ଧ ଜନ୍ମ
- ରେବତୀ ବିଭା
- କୁମ୍ଭ ନିକୁମ୍ଭ ବଧ
- ରେବତୀଙ୍କର ଯମଜପୁତ୍ର ଜନ୍ମ
- ରାମକୃଷ୍ଣଙ୍କର ଘୋଷଯାତ୍ରା ଓ ଶ୍ରୀୟା ସତ୍ୟବତୀ ସହ କୃଷ୍ଣଙ୍କର ବିଭା
- କାଳିନ୍ଦୀ, କମଳା ଓ ତୁଳସୀର ସହିତ କୃଷ୍ଣଙ୍କର ବିବାହ
- ମଣି ବୃତ୍ତାନ୍ତ ଓ ମଣି ଘେନି ଯିବାବେଳେ ପ୍ରସନ୍ନାଜିତର ସିଂହଦ୍ଵାରା ବଧ
- ସ୍ୟମନ୍ତକ ମଣି ଅନ୍ଵେଷଣେ ଶ୍ରୀକୃଷ୍ଣଙ୍କର ଯାତ୍ରା
- କୃଷ୍ଣଙ୍କ ସହିତ ଜାମ୍ବବାନର ଯୁଦ୍ଧ
- ଦ୍ଵାରକାରେ କୃଷ୍ଣରୂପୀ କୁଶ ପୁତ୍ତଳିକାର ଦହନ
- ଶ୍ରୀକୃଷ୍ଣଙ୍କ ଦ୍ଵାରା ଜାମ୍ବବାନର ପରାଜୟ ଓ ଜାମ୍ବବତୀ ସହ କୃଷ୍ଣଙ୍କର ବିଭା
- ସତ୍ୟଭାମା ପରିଣୟ
- ସତ୍ୟଭାମାର ବନ୍ଦାପନା
- ଶତ ଧନୁର ଶିରଚ୍ଛେଦ
- ପଞ୍ଚାଳ ଦେଶରେ ଦ୍ରୌପଦୀ ସ୍ଵୟମ୍ବର
- ନାରକାସୁର ବଧ
- ପାରିଜାତ ହରଣ
- ଶ୍ରୀକୃଷ୍ଣଙ୍କର ଷୋଳସହସ୍ର କନ୍ୟା ବିବାହ ଏବଂ ପଶାଖେଳରେ ବଳରାମଙ୍କ ଦ୍ଵାରା ରୁକ୍ମଣ ବଧ
- ଉଷାବତୀ କନ୍ୟା ହରଣ ଓ ହରିହର ଯୁଦ୍ଧ
- ନୃଗରାଜା ମୋକ୍ଷଣ
- ଶ୍ରୀକୃଷ୍ଣଙ୍କ ଦ୍ଵାରା ପୁଣ୍ଡରୀକ ବାସୁଦେବ ଓ କାଶୀରାଜା ବଧ ଏବଂ ବଳରାମଙ୍କ ଦ୍ଵାରା ତ୍ରୀବିଦ ବାନରର ମୃତ୍ୟୁ
- ଶାମ୍ବର ଲକ୍ଷଣ କନ୍ୟା ପରିଣୟ
- ଜରାସନ୍ଧ ବଧ
- ଯୁଧିଷ୍ଠିରଙ୍କର ରାଜସୁୟ ଯାଗ ଓ କୃଷ୍ଣଙ୍କ ଦ୍ୱାରା ଶିଶୁପାଳର ବଧ
- ରାଜୁସୀ ସଭାରେ ଦୁର୍ଯ୍ୟୋଧନର ଅପମାନ
- ଶାଲ୍ୱ ଦୈତ୍ୟ ବଧ
- ବଳରାମଙ୍କ ତୀର୍ଥ ଭ୍ରମଣ
- ଦାମୋଦର ପଣ୍ଡାର କୃଷ୍ଣଭକ୍ତି
- କୁରୁକ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
- ଶିବଙ୍କ ରକ୍ଷାପାଇଁ ବିଷ୍ଣୁ ମାୟାରେ ଭସ୍ମାସୁରର ମୃତ୍ୟୁ
- ଭୃଗୁ ଉପାଖ୍ୟାନ
- ବିପ୍ରପୁତ୍ରର ପୁନର୍ଜୀବନ ଲାଭ
- ଷୋଳସହସ୍ର ନାୟିକା ସହିତ ଶ୍ରୀକୃଷ୍ଣଙ୍କର ଜଳକେଳି
- Result
Settings
Reflow text when sidebars are open.